ପୂର୍ବ ଭାରତର ପ୍ରଥମ : ଭୁବନେଶ୍ୱରରେ ଖୋଲିଲା ରାଜ୍ୟର ପ୍ରଥମ ଇଲେକ୍ଟ୍ରୋପ୍ରେନ୍ୟୁଅର ପାର୍କ

ଭୁବନେଶ୍ୱର: ଗୋଠପାଠଣାରେ ଥିବା ଏସଟିପିଆଇ ଇଲାଇଟ୍‌ରେ ପୂର୍ବ ଭାରତ ତଥା ରାଜ୍ୟର ପ୍ରଥମ ଇଲେକ୍ଟ୍ରୋପ୍ରେନ୍ୟୁଅର ପାର୍କ ଖୋଲିଛି। ଆଜି ଏହାର ଉଦ୍‌ଘାଟନ (ସଫ୍‌ଟ ଲଂଚ୍) କରାଯାଇଛି। ମେ’ ଫେୟାର କନଭେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ପାର୍କ ମାଧ୍ୟମରେ ତିନି ବର୍ଷ ଭିତରେ ଶକ୍ତି, ପ୍ରକ୍ରିୟାର ନିୟନ୍ତ୍ରଣ ଓ ଶିଳ୍ପ ଅଟୋମେସନ ଓ ଶିକ୍ଷା ଆଦି କ୍ଷେତ୍ରରେ ୪୫-୫୦ … Continue reading ପୂର୍ବ ଭାରତର ପ୍ରଥମ : ଭୁବନେଶ୍ୱରରେ ଖୋଲିଲା ରାଜ୍ୟର ପ୍ରଥମ ଇଲେକ୍ଟ୍ରୋପ୍ରେନ୍ୟୁଅର ପାର୍କ